
Gosein Matha
ଗାଆଁ ଗାଆଁ ବୁଲି ବୁଲି ବର୍ଷା ଋତୁରେ ଥକି ପଡିଥିଲେ ଆମ ଚରଣ ନନା ଓ ଶରଣ ନନା । ମଠରେ ନେଲେ ଆଶ୍ରୟ। ମଠରେ ରହି ଧର୍ମ ଚର୍ଚ୍ଚା ରେ କାଟିଲେ ଦିନ ।ତାକୁହିଁ ନେଇ ପ୍ରସ୍ତୁତ ହେଲା ଗୋସେଇଁ ମଠ କାର୍ଯ୍ୟକ୍ରମ। ଗାଆଁ ଗାଆଁ ବୁଲି ବୁଲି ବର୍ଷା ଋତୁରେ ଥକି ପଡିଥିଲେ ଆମ ଚରଣ ନନା ଓ ଶରଣ ନନା । ମଠରେ ନେଲେ ଆଶ୍ରୟ। ମଠରେ ରହି ଧର୍ମ ଚର୍ଚ୍ଚା ରେ କାଟିଲେ ଦିନ ।ତାକୁହିଁ ନେଇ ପ୍ରସ୍ତୁତ ହେଲା ଗୋସେଇଁ ମଠ କାର୍ଯ୍ୟକ୍ରମ।