
Asha
ପ୍ରକାଶ ଶିଲା ର ଫୋନ କୁ avoid କରେ ବୋଲି ଶିଲା ରାଗିଯାଏ ଆଉ ତାକୁ message କରେ।ଏପଟେ ପ୍ରିୟା ଅଧିକ ସମୟ ରୋଷେଇ ଘରେ ଥିବାରୁ ଭୋଳନାଥ ମନୋରମା ଉପରେ ବିରକ୍ତି ହୁଏ। ପରେ ନିଜେ ଯାଏ ତାକୁ ଡାକିବାକୁ ଆଉ ସେତିକିବେଳେ ଆଶୁତୋଷ ତାକୁ ଅଟକେଇଦିଏ। ପ୍ରକାଶ ଶିଲା ର ଫୋନ କୁ avoid କରେ ବୋଲି ଶିଲା ରାଗିଯାଏ ଆଉ ତାକୁ message କରେ।ଏପଟେ ପ୍ରିୟା ଅଧିକ ସମୟ ରୋଷେଇ ଘରେ ଥିବାରୁ ଭୋଳନାଥ ମନୋରମା ଉପରେ ବିରକ୍ତି ହୁଏ। ପରେ ନିଜେ ଯାଏ ତାକୁ ଡାକିବାକୁ ଆଉ ସେତିକିବେଳେ ଆଶୁତୋଷ ତାକୁ ଅଟକେଇଦିଏ। ହଠାତ ପ୍ରକାଶ ରୋଷେଇ ଘରକୁ ଆସି ଆଶା କୁ ଡାକେ କିଛି urgent କଥା ହବା ପାଇଁ। Read More Read Less