
Asha
ଲେଡି ପୋଲିସ ଅଫିସର ଙ୍କୁ ଦେଖି ଘରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯାନ୍ତି।ଆଶା ସେ ତାର ବନ୍ଧୁ ବୋଲି ସମସ୍ତଙ୍କୁ ପରିଚୟ ଦେଇ bedroom କୁ ନେଇଯାଏ।ତାଙ୍କୁ କ୍ଷମା ମାଗେ ଯେ ଘରେ କୁଣିଆ ଥିବାରୁ ସେ ଏମିତି କଲା। ଲେଡି ପୋଲିସ ଅଫିସର କୁହେ ତମେ ତ ବହୁ ଲେଡି ପୋଲିସ ଅଫିସର ଙ୍କୁ ଦେଖି ଘରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯାନ୍ତି।ଆଶା ସେ ତାର ବନ୍ଧୁ ବୋଲି ସମସ୍ତଙ୍କୁ ପରିଚୟ ଦେଇ bedroom କୁ ନେଇଯାଏ।ତାଙ୍କୁ କ୍ଷମା ମାଗେ ଯେ ଘରେ କୁଣିଆ ଥିବାରୁ ସେ ଏମିତି କଲା। ଲେଡି ପୋଲିସ ଅଫିସର କୁହେ ତମେ ତ ବହୁତ ବଦଳି ଯାଇଛ ତମ ମନରେ ଡର ବି ନାହିଁ। ଆଶା ସବୁ କିଛି ତାଙ୍କ ପାଇଁ ହେଇପାରିଛି ବୋଲି କହେ।ଆଉ drugpedller ଧରା ପଡିଛି ବୋଲି ସେ ଆଶା କୁ ଜଣାଏ, ତେଣୁ ସେ investigate କରିବା ପାଇଁ ପୁଣି ଆସିବ ବୋଲି କହିକି ଯାଏ।ଏପଟେ ପ୍ରକାଶ ଶିଲା ଘରେ ତାଲା ପଡିଥିବାର ଦେଖିବାକୁ ପାଏ। ଆଉ ଅଶାର ମା ଘରୁ ବାହାରେ ଆଶା କୁ ଦେଖା କରିବାକୁ। Read More Read Less