
Ina Mina Dika
ସଞ୍ଜୁ କୁ କେହି ଦୁଇଜଣ ମାର୍କେଟ ରୁ ଘରକୁ ଫେରିବା ବେଳକୁ ଅପହରଣ କରିନିଅନ୍ତି। ଇନା, ମିନା ଓ ଡିକା ହିରୋ ବିଷୟରେ କଥା ହେଲା ବେଳେ କିଟି Principalକୁ ଯାଇ କହିଦିଏ। ନାନୀ ସୁମନକୁ ମନା କରେ ଇନା ମିନା ଓ ଡିକା କୁ ମାଉସୀ ଘରକୁ ଛାଡ଼ିବାକୁ । ସଞ୍ଜୁ କୁ କେହି ଦୁଇଜଣ ମାର୍କେଟ ରୁ ଘରକୁ ଫେରିବା ବେଳକୁ ଅପହରଣ କରିନିଅନ୍ତି। ଇନା, ମିନା ଓ ଡିକା ହିରୋ ବିଷୟରେ କଥା ହେଲା ବେଳେ କିଟି Principalକୁ ଯାଇ କହିଦିଏ। ନାନୀ ସୁମନକୁ ମନା କରେ ଇନା ମିନା ଓ ଡିକା କୁ ମାଉସୀ ଘରକୁ ଛାଡ଼ିବାକୁ । ଦୁଷ୍ମନ୍ତ ଦୋକାନ ବିକ୍ରି କରିବା ପାଇଁ ଲୋକଙ୍କୁ ଦୋକାନ ଦେଖଉଥିବା ବେଳେ ସୁମନ ଆସିଯାଇଛି କିନ୍ତୁଦୁଷ୍ମନ୍ତ ସୁମନ କୁ ମିଛ କହି ଭୁଲେଇଦେଇଛି। Read More Read Less