
Ina Mina Dika
ହିରୋ କୁ store roomରେ ଲୁଚାଇ ରଖିବାବେଳେ ଇନା ଧରାପଡିଯାଇଛି ଭିକି ହାତରେ ।ଦୁଷ୍ମନ୍ତ duplicate diamond earring ଆଣି ସୁମନ କୁ ପିନ୍ଧାଇଦେଇଛି ଓ ସୁମନ ଖୁସି ହୋଇ ଯାଇଛି। ଖାଇବା ବେଳେ ଇନା ଓ ଭିକି , ସଞ୍ଜୁ ଆଣ୍ଟି ଘରେ New yeart pa ହିରୋ କୁ store roomରେ ଲୁଚାଇ ରଖିବାବେଳେ ଇନା ଧରାପଡିଯାଇଛି ଭିକି ହାତରେ ।ଦୁଷ୍ମନ୍ତ duplicate diamond earring ଆଣି ସୁମନ କୁ ପିନ୍ଧାଇଦେଇଛି ଓ ସୁମନ ଖୁସି ହୋଇ ଯାଇଛି। ଖାଇବା ବେଳେ ଇନା ଓ ଭିକି , ସଞ୍ଜୁ ଆଣ୍ଟି ଘରେ New yeart party ଅଛି ବୋଲି କହିଛନ୍ତି ଆଉ ସୁମନ ଓ ଦୁଷ୍ମନ୍ତ ଙ୍କୁ ସାଙ୍ଗରେ ଯିବା ପାଇଁ ମଧ୍ୟ କହିଛନ୍ତି।ତା ପରଦିନ ଦୁହେଁ ବାହାରୁଥିବା ବେଳେ ସୁମନ, ଦୁଷ୍ମନ୍ତ ଫୋନରେ ଗୋଟେ unknown number ରୁ massage ଦେଖି ପୁଣି ସନ୍ଦେହ କରୁଛି। Read More Read Less