
Ina Mina Dika
ଇନା ଓ ଭିକି ମିଛରେ ବାହାନା କରି ସ୍କୁଲରୁ ଘରେ ରୁହନ୍ତି। ସୁମନ ଦୋକାନକୁ ସିଲ୍ କରିବା ପାଇଁ ନୋଟିସ ଆସିଯାଏ । ଇନା ଦୋକାନ କଥା ଭିକିକୁ କହେ ଓ ଭିକି ସାହାଯ୍ୟ କରିବାକୁ ଇନା କୁ ପ୍ରତିଶ୍ରୁତି ଦିଏ । ସୁଇଟି divorce ଦେବାକୁ ସୁମନ କୁ ଦୁଷ୍ମନ ଇନା ଓ ଭିକି ମିଛରେ ବାହାନା କରି ସ୍କୁଲରୁ ଘରେ ରୁହନ୍ତି। ସୁମନ ଦୋକାନକୁ ସିଲ୍ କରିବା ପାଇଁ ନୋଟିସ ଆସିଯାଏ । ଇନା ଦୋକାନ କଥା ଭିକିକୁ କହେ ଓ ଭିକି ସାହାଯ୍ୟ କରିବାକୁ ଇନା କୁ ପ୍ରତିଶ୍ରୁତି ଦିଏ । ସୁଇଟି divorce ଦେବାକୁ ସୁମନ କୁ ଦୁଷ୍ମନ୍ତ ଆଗରେ କହେ । ହିରୋ କୁ ଇନା ସାହାଯ୍ୟ ମାଗେ ଓ ହିରୋ ଇନାକୁ ସେନାପତି ବାବୁ ଙ୍କ ଅସଲ ଚେହେରା ସାମ୍ନା କୁ ଆଣିବାକୁ ସାହାଯ୍ୟ କରେ। Read More Read Less