
Maaya
ଗୋଟେପଟେ ନନ୍ଦିନୀ-ଶିବାୟଙ୍କ ମେହେନ୍ଦି ଓ ହଳଦୀ ଚାଲିଥିବା ବେଳେ ଅନ୍ୟପଟେ ଗିରିଶ୍ ଓ ଅଳକା ନନ୍ଦିନୀକୁ ଯୋଜନା ବନାନ୍ତି..ମଞ୍ଜରୀ ଓ ନାଗମାତା ଗାର୍ଗୀ ଘରକୁ ଆସନ୍ତି ହେଲେ ଘର ଭିତରକୁ ଆସିବାକୁ ସେମାନଙ୍କୁ ରକ୍ଷା କବଚ ଅଟକାଏ..କ’ଣ ମଞ୍ଜରୀ ଓ ଗୋଟେପଟେ ନନ୍ଦିନୀ-ଶିବାୟଙ୍କ ମେହେନ୍ଦି ଓ ହଳଦୀ ଚାଲିଥିବା ବେଳେ ଅନ୍ୟପଟେ ଗିରିଶ୍ ଓ ଅଳକା ନନ୍ଦିନୀକୁ ଯୋଜନା ବନାନ୍ତି..ମଞ୍ଜରୀ ଓ ନାଗମାତା ଗାର୍ଗୀ ଘରକୁ ଆସନ୍ତି ହେଲେ ଘର ଭିତରକୁ ଆସିବାକୁ ସେମାନଙ୍କୁ ରକ୍ଷା କବଚ ଅଟକାଏ..କ’ଣ ମଞ୍ଜରୀ ଓ ନାଗମାତା ସବୁ କବଚକୁ ଭାଙ୍ଗି ନନ୍ଦିନୀକୁ ମାରିପାରିବେ..? Read More Read Less