
Maaya
ରୁଦ୍ରୀ ଓ ପୁରା ପରିବାର ପୂଜା ପାଇଁ ଶିବ ମନ୍ଦିରରେ ପହଞ୍ଚିଥିବା ବେଳେ ଗିରିଶ୍ ମଧ୍ୟ ସେଠି ପହଞ୍ଚି ମଞ୍ଜରୀ ଓ ତା ସନ୍ତାନ ପାଇଁ ପୂଜାକରେ...ଅନ୍ୟପଟେ ନନ୍ଦିନୀ ଝାନ୍ସିକୁ ନେଇ ସନ୍ଦେହରେ ରହେ...ଏବଂ ତାକୁ ଖୋଜି ଖୋଜି ମନ୍ଦିର ବାହାରକୁ ଆସେ.. ରୁଦ୍ରୀ ଓ ପୁରା ପରିବାର ପୂଜା ପାଇଁ ଶିବ ମନ୍ଦିରରେ ପହଞ୍ଚିଥିବା ବେଳେ ଗିରିଶ୍ ମଧ୍ୟ ସେଠି ପହଞ୍ଚି ମଞ୍ଜରୀ ଓ ତା ସନ୍ତାନ ପାଇଁ ପୂଜାକରେ...ଅନ୍ୟପଟେ ନନ୍ଦିନୀ ଝାନ୍ସିକୁ ନେଇ ସନ୍ଦେହରେ ରହେ...ଏବଂ ତାକୁ ଖୋଜି ଖୋଜି ମନ୍ଦିର ବାହାରକୁ ଆସେ...ହେଲେ ହଠାତ୍ ଗୋଟେ ମୟୂର ତାକୁ ଆକ୍ରମଣ କରେ..କଣ ନନ୍ଦିନୀ ଝାନ୍ସିର ପ୍ରକୃତ ରୂପକୁ ଚିହ୍ନାପାରିବ... ? Read More Read Less