
Maaya
ଗୋଟେପଟେ ରୁଦ୍ରୀ ପୁରା ପରିବାର ପାଇଁ ଶିବଙ୍କ ପାଖରେ ପ୍ରାର୍ଥନା କରୁଥିବା ବେଳେ ଅନ୍ୟପଟେ ନନ୍ଦିନୀ ଓ ଗାର୍ଗୀ ସାମ୍ନାରେ ଝାନ୍ସିର ଇଛାଧାରୀ ରୂପ ଆସିଯାଏ..ଝାନ୍ସିର ଶକ୍ତି ଆଗରେ ନନ୍ଦିନୀ ହାରିଯାଏ...ରୁଦ୍ରୀ ନନ୍ଦିନୀକୁ ରକ୍ଷା କରିବାକୁ ଚାହ ଗୋଟେପଟେ ରୁଦ୍ରୀ ପୁରା ପରିବାର ପାଇଁ ଶିବଙ୍କ ପାଖରେ ପ୍ରାର୍ଥନା କରୁଥିବା ବେଳେ ଅନ୍ୟପଟେ ନନ୍ଦିନୀ ଓ ଗାର୍ଗୀ ସାମ୍ନାରେ ଝାନ୍ସିର ଇଛାଧାରୀ ରୂପ ଆସିଯାଏ..ଝାନ୍ସିର ଶକ୍ତି ଆଗରେ ନନ୍ଦିନୀ ହାରିଯାଏ...ରୁଦ୍ରୀ ନନ୍ଦିନୀକୁ ରକ୍ଷା କରିବାକୁ ଚାହୁଁଥିବା ବେଳେ ନାଗେଶ ତାକୁ ବିରୋଧ କରେ..କଣ ରୁଦ୍ରୀ ନାଗେଶର କଥାକୁ ନ ମାନି ଝାନ୍ସି ଠାରୁ ନନ୍ଦିନୀକୁ ରକ୍ଷା କରିବାକୁ ପହଞ୍ଚିପାରିବ...? Read More Read Less