
Maaya
ନନ୍ଦିନୀ ଓ ଶିବାୟକୁ ରକ୍ଷା କରିବାରେ ସଫଳ ହୁଏ ରୁଦ୍ରୀ..ରୁଦ୍ରୀର ଶକ୍ତି ଦେଖି ନାଗମାତା ଓ ମଞ୍ଜରୀ ଚିନ୍ତାରେ ପଡିଯାନ୍ତି..ଏବଂ ନିଜ ଶକ୍ତିରେ ଶିବାୟ ନନ୍ଦିନୀଙ୍କ ଉପରକୁ ଆକ୍ରମଣ କରନ୍ତି...କିନ୍ତୁ ନାଗମାତା ଓ ମଞ୍ଜରୀର ଶକ୍ତିରେ ଆଘାତ ହୁଏ ନନ୍ଦିନୀ ଓ ଶିବାୟକୁ ରକ୍ଷା କରିବାରେ ସଫଳ ହୁଏ ରୁଦ୍ରୀ..ରୁଦ୍ରୀର ଶକ୍ତି ଦେଖି ନାଗମାତା ଓ ମଞ୍ଜରୀ ଚିନ୍ତାରେ ପଡିଯାନ୍ତି..ଏବଂ ନିଜ ଶକ୍ତିରେ ଶିବାୟ ନନ୍ଦିନୀଙ୍କ ଉପରକୁ ଆକ୍ରମଣ କରନ୍ତି...କିନ୍ତୁ ନାଗମାତା ଓ ମଞ୍ଜରୀର ଶକ୍ତିରେ ଆଘାତ ହୁଏ ରୁଦ୍ରୀ...କଣ ଲିଭିଜିବ ରୁଦ୍ରୀ ଓ ତା ସନ୍ତାନର ଜୀବନ ଦୀପ..? Read More Read Less