
Maaya
ରୁଦ୍ରୀ ଶତ୍ରୁ ମାନଙ୍କ ଠାରୁ ପ୍ରତିଶୋଧ ନେବାକୁ ମନା କରେ ହେଲେ ଗାର୍ଗୀ ନିଜ ରାଣ ଦେଇ ସବୁ ପାପୀଙ୍କ ବିନାଶ କରିବାକୁ ପ୍ରତିଜ୍ଞା କରାଏ..ଅନ୍ୟପଟେ ରୁଦ୍ରୀକୁ ମାରିବା ପାଇଁ ଝାନ୍ସି ରାତିକୁ ଅପେକ୍ଷା କରିଥିବା ବେଳେ ଗିରିଶ୍ ଗାର୍ଗୀ ମୁହଁରୁ ତ ରୁଦ୍ରୀ ଶତ୍ରୁ ମାନଙ୍କ ଠାରୁ ପ୍ରତିଶୋଧ ନେବାକୁ ମନା କରେ ହେଲେ ଗାର୍ଗୀ ନିଜ ରାଣ ଦେଇ ସବୁ ପାପୀଙ୍କ ବିନାଶ କରିବାକୁ ପ୍ରତିଜ୍ଞା କରାଏ..ଅନ୍ୟପଟେ ରୁଦ୍ରୀକୁ ମାରିବା ପାଇଁ ଝାନ୍ସି ରାତିକୁ ଅପେକ୍ଷା କରିଥିବା ବେଳେ ଗିରିଶ୍ ଗାର୍ଗୀ ମୁହଁରୁ ତାକୁ ମାରିବା କଥା ଶୁଣି ଚିନ୍ତାରେ ପଡିଯାଏ...କଣ ରୁଦ୍ରୀର ପ୍ରତିଜ୍ଞା ସଫଳ ହେବ...? Read More Read Less