
Maaya
ଝାନ୍ସିର ଶକ୍ତି ଆଗରେ ହାରିଯାଏ ଶିବାୟ..ଝାନ୍ସି ଶିବାୟକୁ ଆକ୍ରମଣ କରି ବେହୋସ୍ କରିଦିଏ...ଅନ୍ୟପଟେ ରୁଦ୍ରୀ ନାଗେଶ ଠାରୁ ସବୁ ସତ ଜାଣିବାକୁ ଚେଷ୍ଟା କରେ କିନ୍ତୁ ନାଗେଶ ନ କହିବାରୁ ସେ ମରିଯିବାର ଧମକ୍ ଦିଏ...ହେଲେ ଝାନ୍ସିର ଆକ୍ରମଣରେ ରୁଦ୍ ଝାନ୍ସିର ଶକ୍ତି ଆଗରେ ହାରିଯାଏ ଶିବାୟ..ଝାନ୍ସି ଶିବାୟକୁ ଆକ୍ରମଣ କରି ବେହୋସ୍ କରିଦିଏ...ଅନ୍ୟପଟେ ରୁଦ୍ରୀ ନାଗେଶ ଠାରୁ ସବୁ ସତ ଜାଣିବାକୁ ଚେଷ୍ଟା କରେ କିନ୍ତୁ ନାଗେଶ ନ କହିବାରୁ ସେ ମରିଯିବାର ଧମକ୍ ଦିଏ...ହେଲେ ଝାନ୍ସିର ଆକ୍ରମଣରେ ରୁଦ୍ରୀ ଛାତରୁ ତଳକୁ ପଡିଯାଏ..କିନ୍ତୁ ନନ୍ଦିନୀ ରୁଦ୍ରୀକୁ ରକ୍ଷା କରିଦିଏ..ରୁଦ୍ରୀ ଓ ନନ୍ଦିନୀଙ୍କ ଅର୍ଦ୍ଧନାରିଶ୍ୱର ରୂପ ଦେଖି ଝାନ୍ସି ଓ ଗିରିଶ୍ ଡରିଯାନ୍ତି.. Read More Read Less