
Mangala Charana
ଇନ୍ଦ୍ରାଣି ନିଜର ଷଡଯନ୍ତ୍ର ରେ ସଫଳ ହେବା ଲକ୍ଷ ରେ ମଲ୍ଲିକା କୁ ମଙ୍ଗଳା ଭଳି ସଜହେବା ପାଇଁ କହେ। ଅଭିଜିତ୍ ସହ ଗାୟତ୍ରୀ ର ଜବରଦସ୍ତି ବିବାହ ରୋକିବା ପାଇଁ ମଙ୍ଗଳା, ମା' ମଙ୍ଗଳା ଙ୍କୁ ଗୁହାରି କରେ। ଇନ୍ଦ୍ରାଣି ନିଜର ଷଡଯନ୍ତ୍ର ରେ ସଫଳ ହେବା ଲକ୍ଷ ରେ ମଲ୍ଲିକା କୁ ମଙ୍ଗଳା ଭଳି ସଜହେବା ପାଇଁ କହେ। ଅଭିଜିତ୍ ସହ ଗାୟତ୍ରୀ ର ଜବରଦସ୍ତି ବିବାହ ରୋକିବା ପାଇଁ ମଙ୍ଗଳା, ମା' ମଙ୍ଗଳା ଙ୍କୁ ଗୁହାରି କରେ।