
Mangala Charana
ମଙ୍ଗଳା ର ଗୁହାରି ଶୁଣି ମା' ମଙ୍ଗଳା ତାର ଦେହରେ ପ୍ରବେଶ କରନ୍ତି। ଅଭିଜିତ୍ ଡରିଯାଏ। ମଲ୍ଲିକା, ମଙ୍ଗଳା ରୂପ ରେ ସଜେଇ ହେଇ ଆସେ। ଇନ୍ଦ୍ରାଣି ନିଜ ଷଡଯନ୍ତ୍ର ଅନୁସାରେ ମନ୍ଦିର ଭିତରେ ନିଆଁ ଲଗେଇ ଦିଏ। ମଙ୍ଗଳା ର ଗୁହାରି ଶୁଣି ମା' ମଙ୍ଗଳା ତାର ଦେହରେ ପ୍ରବେଶ କରନ୍ତି। ଅଭିଜିତ୍ ଡରିଯାଏ। ମଲ୍ଲିକା, ମଙ୍ଗଳା ରୂପ ରେ ସଜେଇ ହେଇ ଆସେ। ଇନ୍ଦ୍ରାଣି ନିଜ ଷଡଯନ୍ତ୍ର ଅନୁସାରେ ମନ୍ଦିର ଭିତରେ ନିଆଁ ଲଗେଇ ଦିଏ।