
Mangala Charana
ଇନ୍ଦ୍ରାଣି, ମଧୁ ଠାରୁ ମଙ୍ଗଳା ମରିଯିବା କଥା ଶୁଣି ଆଶ୍ଚର୍ଯ୍ୟ ହୁଏ ଓ ମଙ୍ଗଳା ମୃତ ଦେହ ପାଖରେ ବସି ଚରଣ ଅଧର୍ଯ୍ୟ ହେଉଥିବାର ଦେଖେ। ଜୀବନ, ଗାୟତ୍ରୀ କୁ ଖୋଜି ହସପିଟାଲ୍ ରେ ପହଞ୍ଚେ ଓ ଗାୟତ୍ରୀ ଠାରୁ ମଙ୍ଗଳା ବିଷୟରେ ଶୁଣେ। ଇନ୍ଦ୍ରାଣି, ମଧୁ ଠାରୁ ମଙ୍ଗଳା ମରିଯିବା କଥା ଶୁଣି ଆଶ୍ଚର୍ଯ୍ୟ ହୁଏ ଓ ମଙ୍ଗଳା ମୃତ ଦେହ ପାଖରେ ବସି ଚରଣ ଅଧର୍ଯ୍ୟ ହେଉଥିବାର ଦେଖେ। ଜୀବନ, ଗାୟତ୍ରୀ କୁ ଖୋଜି ହସପିଟାଲ୍ ରେ ପହଞ୍ଚେ ଓ ଗାୟତ୍ରୀ ଠାରୁ ମଙ୍ଗଳା ବିଷୟରେ ଶୁଣେ।