
Mangala Charana
ମଙ୍ଗଳା ର ଜୀବନ ଫେରାଇ ଆଣିବା ଆଶା ରେ ଚରଣ ମା' ଙ୍କ ମନ୍ଦିର କୁ ଯାଏ। ନିଆଁ ରେ ଜଳି ଯାଇଥିବା ମନ୍ଦିର ରୁ ମା' ଙ୍କ ପ୍ରତିମା କୁ ବାହାରକୁ ନେଇ ଆସେ ଓ ପ୍ରତିମା ଶୁଦ୍ଧି ସହ ଅଭିଷେକ କରେ। ମଙ୍ଗଳା ର ଜୀବନ ଫେରାଇ ଆଣିବା ଆଶା ରେ ଚରଣ ମା' ଙ୍କ ମନ୍ଦିର କୁ ଯାଏ। ନିଆଁ ରେ ଜଳି ଯାଇଥିବା ମନ୍ଦିର ରୁ ମା' ଙ୍କ ପ୍ରତିମା କୁ ବାହାରକୁ ନେଇ ଆସେ ଓ ପ୍ରତିମା ଶୁଦ୍ଧି ସହ ଅଭିଷେକ କରେ।