
Mangala Charana
ମଙ୍ଗଳା ମା' ଙ୍କ ଆଶୀର୍ବାଦ ରୁ ମଙ୍ଗଳା ଜୁଈ ରୁ ଜୀବିତ ହୋଇ ଉଠେ। ଇନ୍ଦ୍ରାଣି ଓ ପରିବାର ସହ ଘରକୁ ଆସି ଚରଣ କୁ ଦେଖେ। ଚରଣ ମଙ୍ଗଳା କୁ ଜୀବିତ ଦେଖେ। ଇନ୍ଦ୍ରାଣି ମଙ୍ଗଳା ର ହଳଦୀ ବିଧି ପାଇଁ ସମସ୍ତ ଙ୍କୁ କହେ। ମଙ୍ଗଳା ମା' ଙ୍କ ଆଶୀର୍ବାଦ ରୁ ମଙ୍ଗଳା ଜୁଈ ରୁ ଜୀବିତ ହୋଇ ଉଠେ। ଇନ୍ଦ୍ରାଣି ଓ ପରିବାର ସହ ଘରକୁ ଆସି ଚରଣ କୁ ଦେଖେ। ଚରଣ ମଙ୍ଗଳା କୁ ଜୀବିତ ଦେଖେ। ଇନ୍ଦ୍ରାଣି ମଙ୍ଗଳା ର ହଳଦୀ ବିଧି ପାଇଁ ସମସ୍ତ ଙ୍କୁ କହେ।