
Mangala Charana
ସମୀକ୍ଷା ସହ ଚରଣ ଥିବା ବେଳେ ମଙ୍ଗଳା ସହ ବାରବାର ଫୋନ୍ ରେ କଥା ହେଉଥିବା ଦେଖି ସମୀକ୍ଷା ସମ୍ଭାଳି ପାରେନି। ଗାୟତ୍ରୀ ର କଟୁ କଥା ପାଇଁ ମଧୁ ମନ ଭାରକ୍ରାନ୍ତ ଥିବାବେଳେ ମଙ୍ଗଳା, ଗାୟତ୍ରୀ କୁ ଆଣି ମଧୁ ସହ ଥିବା ମନମାଳିନ୍ୟ ଦୂର କରେ।ନିଜ ଆଡ ସମୀକ୍ଷା ସହ ଚରଣ ଥିବା ବେଳେ ମଙ୍ଗଳା ସହ ବାରବାର ଫୋନ୍ ରେ କଥା ହେଉଥିବା ଦେଖି ସମୀକ୍ଷା ସମ୍ଭାଳି ପାରେନି। ଗାୟତ୍ରୀ ର କଟୁ କଥା ପାଇଁ ମଧୁ ମନ ଭାରକ୍ରାନ୍ତ ଥିବାବେଳେ ମଙ୍ଗଳା, ଗାୟତ୍ରୀ କୁ ଆଣି ମଧୁ ସହ ଥିବା ମନମାଳିନ୍ୟ ଦୂର କରେ।ନିଜ ଆଡକୁ ଆକର୍ଷିତ କରିବା ପାଇଁ ସମୀକ୍ଷା, ଚରଣ କୁ କ୍ଳବ/ବାର୍ ନେଇଯାଏ। Read More Read Less