
Mangala Charana
ମଙ୍ଗଳା ର ବ୍ରତ ପୂରଣପାଇଁ ଚରଣ କୁ ସନ୍ଧ୍ୟା ସୁଧା ଘରେ ପହଞ୍ଚି ବାକୁ ଥିବା ବେଳେ, ସମୀକ୍ଷା ନିଜ ର ଶରୀର ଅସୁସ୍ଥ ବାହାନା କରି ଚରଣ କୁ ତା ପାଖରେ ରଖିବାକୁ ଚେଷ୍ଟା କରେ।ହେଲେ ସଠିକ ସମୟରେ ଚରଣ ଘରେ ପହଞ୍ଚିବାରେ ସଫଳ ହୁଏ। ମଙ୍ଗଳା ଓ ଚରଣ ସ ମଙ୍ଗଳା ର ବ୍ରତ ପୂରଣପାଇଁ ଚରଣ କୁ ସନ୍ଧ୍ୟା ସୁଧା ଘରେ ପହଞ୍ଚି ବାକୁ ଥିବା ବେଳେ, ସମୀକ୍ଷା ନିଜ ର ଶରୀର ଅସୁସ୍ଥ ବାହାନା କରି ଚରଣ କୁ ତା ପାଖରେ ରଖିବାକୁ ଚେଷ୍ଟା କରେ।ହେଲେ ସଠିକ ସମୟରେ ଚରଣ ଘରେ ପହଞ୍ଚିବାରେ ସଫଳ ହୁଏ। ମଙ୍ଗଳା ଓ ଚରଣ ସହ ଗାୟତ୍ରୀ,ଜୀବନ, ମଧୁ,କରଣ ,ମଙ୍ଗଳା ମନ୍ଦିର ଯାଇ ବ୍ରତ ପୁରଣ କରନ୍ତି। Read More Read Less