
Mangala Charana
ମଙ୍ଗଳା ଠାରୁ ଚରଣ କୁ ଅଲଗା ରଖି ସମୀକ୍ଷା କୁ ଚରଣ ର ନିକଟତର ହେବାକୁ ଇନ୍ଦ୍ରାଣି ସମୀକ୍ଷା କୁ କହେ। ସମୀକ୍ଷା, ମଙ୍ଗଳା କୁ ଜୁସ୍ ରେ ନିଶା ବଟିକା ଦେଇ ନିଜେ ଚରଣ କୁ ଦେଖା କରିବାକୁ ଛାତକୁ ଚାଲିଯାଏ। ମଙ୍ଗଳା ବଦଳରେ ଚରଣ, ସମୀକ୍ଷା କୁ ଦେଖି, ମଙ୍ଗଳା ଠାରୁ ଚରଣ କୁ ଅଲଗା ରଖି ସମୀକ୍ଷା କୁ ଚରଣ ର ନିକଟତର ହେବାକୁ ଇନ୍ଦ୍ରାଣି ସମୀକ୍ଷା କୁ କହେ। ସମୀକ୍ଷା, ମଙ୍ଗଳା କୁ ଜୁସ୍ ରେ ନିଶା ବଟିକା ଦେଇ ନିଜେ ଚରଣ କୁ ଦେଖା କରିବାକୁ ଛାତକୁ ଚାଲିଯାଏ। ମଙ୍ଗଳା ବଦଳରେ ଚରଣ, ସମୀକ୍ଷା କୁ ଦେଖି, ଆଶ୍ଚର୍ଯ୍ୟ ହୋଇ ପଚାରିବାରୁ ସମୀକ୍ଷା ବାହାନା କରିବା ଆରମ୍ଭ କରେ। Read More Read Less