
Mangala Charana
ଛାଡପତ୍ର ରେ ମଙ୍ଗଳା ର ଦସ୍ତଖତ ଦେଖି ଚରଣ ରାଗିଯାଏ ଓ ଇନ୍ଦ୍ରାଣି କଥା ରେ ପଡି ମଙ୍ଗଳା ସହ ସବୁ ସମ୍ପର୍କ ଶେଷ ହେଇଗଲା କୁହେ। ଦୁଇ ଦିନ ମଧ୍ୟରେ ସମୀକ୍ଷା ସହ ଚରଣ ର ବିବାହ କରିବା କଥା ଇନ୍ଦ୍ରାଣି, ମଙ୍ଗଳା କୁ ଧମକ ଦିଏ। ହେଲେ ମଙ୍ଗଳା ଭାଙ୍ଗ ଛାଡପତ୍ର ରେ ମଙ୍ଗଳା ର ଦସ୍ତଖତ ଦେଖି ଚରଣ ରାଗିଯାଏ ଓ ଇନ୍ଦ୍ରାଣି କଥା ରେ ପଡି ମଙ୍ଗଳା ସହ ସବୁ ସମ୍ପର୍କ ଶେଷ ହେଇଗଲା କୁହେ। ଦୁଇ ଦିନ ମଧ୍ୟରେ ସମୀକ୍ଷା ସହ ଚରଣ ର ବିବାହ କରିବା କଥା ଇନ୍ଦ୍ରାଣି, ମଙ୍ଗଳା କୁ ଧମକ ଦିଏ। ହେଲେ ମଙ୍ଗଳା ଭାଙ୍ଗି ନପଡି ନିଜ କୁ ଧର୍ଯ୍ୟ ଦିଏ। Read More Read Less