
Mangala Charana
ଛାଡପତ୍ର ରେ ମଙ୍ଗଳା ର ଦସ୍ତଖତ ସକାଶେ ଇନ୍ଦ୍ରାଣି, ମଙ୍ଗଳା କୁ ଚରଣ ଠାରୁ ଦୂରେଇ ଆଉଟ୍ ହାଉସ୍ ରେ ରହିବାକୁ କହେ। ନିଜ ର ଅଖଣ୍ଡ ବିଶ୍ବାସ ର ଜିତ୍ ହବ ଓ ଚରଣ,ମଙ୍ଗଳା ଛଡା କାହାରିକୁ ବିବାହ କରିପାରିବ ନାହିଁ ବୋଲି ମଙ୍ଗଳା ସମସ୍ତ ଙ୍କ ସାମ୍ନା ଛାଡପତ୍ର ରେ ମଙ୍ଗଳା ର ଦସ୍ତଖତ ସକାଶେ ଇନ୍ଦ୍ରାଣି, ମଙ୍ଗଳା କୁ ଚରଣ ଠାରୁ ଦୂରେଇ ଆଉଟ୍ ହାଉସ୍ ରେ ରହିବାକୁ କହେ। ନିଜ ର ଅଖଣ୍ଡ ବିଶ୍ବାସ ର ଜିତ୍ ହବ ଓ ଚରଣ,ମଙ୍ଗଳା ଛଡା କାହାରିକୁ ବିବାହ କରିପାରିବ ନାହିଁ ବୋଲି ମଙ୍ଗଳା ସମସ୍ତ ଙ୍କ ସାମ୍ନାରେ ଦୃଢତା ର ସହ କହେ। Read More Read Less