
Mangala Charana
ଛାଡପତ୍ର ଦେଲା ପରେ ବି ଇନ୍ଦ୍ରାଣି, ମଙ୍ଗଳା କୁ ତା ଘରେ ଆଶ୍ରୟ ଦେଇଥିବାରୁ ସମୀକ୍ଷା ଓ ଚରଣ ର ମେହେନ୍ଦୀ ରୀତି ପାଇଁ ମଙ୍ଗଳା କୁ ଘରର ସବୁ କାମ କରିବାକୁ ନିର୍ଦ୍ଦେଶ ଦିଏ।ଘରୁ ଆସିଥିବା ମେହେନ୍ଦୀ କୁ ସମୀକ୍ଷା ନେଇ ଚରଣ ଆଡକୁ ଆସୁଥିବା ବେଳେ ଛାଡପତ୍ର ଦେଲା ପରେ ବି ଇନ୍ଦ୍ରାଣି, ମଙ୍ଗଳା କୁ ତା ଘରେ ଆଶ୍ରୟ ଦେଇଥିବାରୁ ସମୀକ୍ଷା ଓ ଚରଣ ର ମେହେନ୍ଦୀ ରୀତି ପାଇଁ ମଙ୍ଗଳା କୁ ଘରର ସବୁ କାମ କରିବାକୁ ନିର୍ଦ୍ଦେଶ ଦିଏ।ଘରୁ ଆସିଥିବା ମେହେନ୍ଦୀ କୁ ସମୀକ୍ଷା ନେଇ ଚରଣ ଆଡକୁ ଆସୁଥିବା ବେଳେ ତା ଗୋଡ ଖସିଯାଏ ଓ ମେହେନ୍ଦୀ ମଙ୍ଗଳା ଚରଣ ଉପରେ ପଡେ। Read More Read Less