
Mangala Charana
ଗାୟତ୍ରୀ କୁ ମାରିବା ପାଇଁ ଭାନୁମତି ଓ ମଲ୍ଲିକା, ଜୁସ୍ ରେ ବିଷ ମିଶାଇ ତାକୁ ପିଇବାକୁ ଦେବା ସମୟରେ ମଙ୍ଗଳା ଧରିନିଏ। ସମସ୍ତ ଙ୍କ ସାମ୍ନାରେ ଭାନୁମତି ଓ ମଲ୍ଲିକା ର ଅସଲ ମୁଖା ଖୋଲିଯାଏ।ଇନ୍ଦ୍ରାଣି, ଦୁହିଁଙ୍କୁ ଘରୁ ବାହାର କରିଦିଏ। ଗାୟତ୍ରୀ କୁ ମାରିବା ପାଇଁ ଭାନୁମତି ଓ ମଲ୍ଲିକା, ଜୁସ୍ ରେ ବିଷ ମିଶାଇ ତାକୁ ପିଇବାକୁ ଦେବା ସମୟରେ ମଙ୍ଗଳା ଧରିନିଏ। ସମସ୍ତ ଙ୍କ ସାମ୍ନାରେ ଭାନୁମତି ଓ ମଲ୍ଲିକା ର ଅସଲ ମୁଖା ଖୋଲିଯାଏ।ଇନ୍ଦ୍ରାଣି, ଦୁହିଁଙ୍କୁ ଘରୁ ବାହାର କରିଦିଏ।