
Mangala Charana
ତନ୍ତ୍ର ଶକ୍ତି ଓ ତାର ପ୍ରଭାବ ରୁ କରଣ ର ଅବସ୍ଥା ଦେଖି ଇନ୍ଦ୍ରାଣୀ ବ୍ୟସ୍ତ ହେଇଯାଏ ଓ ମଙ୍ଗଳା ତାକୁ ଧର୍ଯ୍ୟ ଦିଏ। କରଣ ତନ୍ତ୍ର ଶକ୍ତି ପ୍ରଭାବ ରେ ନିଜ ର ମାନସିକ ଭାରସାମ୍ୟ ହରାଇ ବସେ ଓ ଛାତ ରୁ ପଡ଼ିଯାଏ, ତାର ମୃତ୍ୟୁ ହୁଏ। ଦେଖି ପରିବାର ତନ୍ତ୍ର ଶକ୍ତି ଓ ତାର ପ୍ରଭାବ ରୁ କରଣ ର ଅବସ୍ଥା ଦେଖି ଇନ୍ଦ୍ରାଣୀ ବ୍ୟସ୍ତ ହେଇଯାଏ ଓ ମଙ୍ଗଳା ତାକୁ ଧର୍ଯ୍ୟ ଦିଏ। କରଣ ତନ୍ତ୍ର ଶକ୍ତି ପ୍ରଭାବ ରେ ନିଜ ର ମାନସିକ ଭାରସାମ୍ୟ ହରାଇ ବସେ ଓ ଛାତ ରୁ ପଡ଼ିଯାଏ, ତାର ମୃତ୍ୟୁ ହୁଏ। ଦେଖି ପରିବାର ବିସ୍ମିତ ରହିଯାଆନ୍ତି। Read More Read Less