
Mangala Charana
କରଣ ର ଦାହ ସଂସ୍କାର ହୁଏ।କରଣ ବିୟୋଗ ରେ ପରିବାର ର ସମେତ ମଧୂ ଦୁଃଖ ରେ ଭାଙ୍ଗି ପଡିଥାଏ। ଘର ପରେ ବିପଦ ପରେ ବିପଦ ଆଶୁ ଥିବା ଦେଖି ମଙ୍ଗଳା, ମା ମଙ୍ଗଳାଙ୍କ ଆଶିର୍ବାଦ ମାଗେ ଓ ଶତ୍ରୁ କୁ ଖୋଜିବା ର ଉପାୟ କରେ। ନନ୍ଦ କନ୍ଷଟ୍ରକ୍ସନ୍ ର ପ୍ଲଟ କରଣ ର ଦାହ ସଂସ୍କାର ହୁଏ।କରଣ ବିୟୋଗ ରେ ପରିବାର ର ସମେତ ମଧୂ ଦୁଃଖ ରେ ଭାଙ୍ଗି ପଡିଥାଏ। ଘର ପରେ ବିପଦ ପରେ ବିପଦ ଆଶୁ ଥିବା ଦେଖି ମଙ୍ଗଳା, ମା ମଙ୍ଗଳାଙ୍କ ଆଶିର୍ବାଦ ମାଗେ ଓ ଶତ୍ରୁ କୁ ଖୋଜିବା ର ଉପାୟ କରେ। ନନ୍ଦ କନ୍ଷଟ୍ରକ୍ସନ୍ ର ପ୍ଲଟ କିଣା ବିକା କୁ ନେଇ ଜୀବନ ଓ ଚରଣ ଭିତରେ ମତଭେଦ ସୃଷ୍ଟି ହୁଏ। Read More Read Less