
Mangala Charana
ଡାକ୍ତର ର ପିଛା କରି ମଙ୍ଗଳା ଓ ଚରଣ ଭାନୁମତୀ ଓ ମଲ୍ଲିକା ପାଖରେ ପହଞ୍ଚନ୍ତି। ଭାନୁମତୀ ଓ ମଲ୍ଲିକା ସେଠାରୁ ଖସିଯିବାରେ ସଫଳ ହୁଅନ୍ତି। ହେଲେ ଅଚାନକ ମଲ୍ଲିକା ର ଆକ୍ସିଡେଣ୍ଟ ହୁଏ ।ଅଧୁରା କାମ ସ୍ବରୂପ, ନନ୍ଦ ପରିବାର କୁ ଧ୍ଵଂସ କରିବା ର ବଚନ ଡାକ୍ତର ର ପିଛା କରି ମଙ୍ଗଳା ଓ ଚରଣ ଭାନୁମତୀ ଓ ମଲ୍ଲିକା ପାଖରେ ପହଞ୍ଚନ୍ତି। ଭାନୁମତୀ ଓ ମଲ୍ଲିକା ସେଠାରୁ ଖସିଯିବାରେ ସଫଳ ହୁଅନ୍ତି। ହେଲେ ଅଚାନକ ମଲ୍ଲିକା ର ଆକ୍ସିଡେଣ୍ଟ ହୁଏ ।ଅଧୁରା କାମ ସ୍ବରୂପ, ନନ୍ଦ ପରିବାର କୁ ଧ୍ଵଂସ କରିବା ର ବଚନ ଭାନୁମତୀ, ମଲ୍ଲିକା କୁ ଦିଏ। ମଲ୍ଲିକା ର ମୃତ୍ୟୁ ହୁଏ। Read More Read Less