
Mangala Charana
ମା ମଙ୍ଗଳାଙ୍କ ଆଶିର୍ବାଦ ରୁ ମଙ୍ଗଳା ତାନ୍ତ୍ରିକ ର ଶକ୍ତି କ୍ଷୀଣ କରିଦିଏ। ଭାନୁମତୀ ଓ ତାନ୍ତ୍ରିକ କୁ ପୋଲିସ ଆରେଷ୍ଟ କରେ। ଇନ୍ଦ୍ରାଣୀ ର ପରିବାର ଉପରୁ ସମସ୍ତ ଦୁଷ୍ଟ ଶକ୍ତି ର ପ୍ରଭାବ ହଟିଯାଏ । ସମସ୍ତେ ଖୁସିରେ ରୁହନ୍ତି। ମା ମଙ୍ଗଳାଙ୍କ ଆଶିର୍ବାଦ ରୁ ମଙ୍ଗଳା ତାନ୍ତ୍ରିକ ର ଶକ୍ତି କ୍ଷୀଣ କରିଦିଏ। ଭାନୁମତୀ ଓ ତାନ୍ତ୍ରିକ କୁ ପୋଲିସ ଆରେଷ୍ଟ କରେ। ଇନ୍ଦ୍ରାଣୀ ର ପରିବାର ଉପରୁ ସମସ୍ତ ଦୁଷ୍ଟ ଶକ୍ତି ର ପ୍ରଭାବ ହଟିଯାଏ । ସମସ୍ତେ ଖୁସିରେ ରୁହନ୍ତି।