
Premara Kuhuka
ବିଶ୍ବାଳ ପରିବାର ମଦର୍ସ ଡେ ସାବିତ୍ରୀ ଦେବୀ ଙ୍କ ପାଇଁ ପାଳନ କରେ। ଡାନ୍ସ ପ୍ରାକ୍ଟିସ୍ ସମୟରେ ବୁଲ୍ ବୁଲ୍ ଓ ବଣ୍ଟି ଆହୁରି ପାଖାପାଖି ହେଇଯାଆନ୍ତି। ବିରେନ୍ ମନରେ କିଛି ଘାତକ ଯୋଜନା କରି ବାହାରକୁ ରାଶି ପ୍ରତି ନିଜ ଭଲପାଇବା ଦେଖେଇ ରାଶିର ବ ବିଶ୍ବାଳ ପରିବାର ମଦର୍ସ ଡେ ସାବିତ୍ରୀ ଦେବୀ ଙ୍କ ପାଇଁ ପାଳନ କରେ। ଡାନ୍ସ ପ୍ରାକ୍ଟିସ୍ ସମୟରେ ବୁଲ୍ ବୁଲ୍ ଓ ବଣ୍ଟି ଆହୁରି ପାଖାପାଖି ହେଇଯାଆନ୍ତି। ବିରେନ୍ ମନରେ କିଛି ଘାତକ ଯୋଜନା କରି ବାହାରକୁ ରାଶି ପ୍ରତି ନିଜ ଭଲପାଇବା ଦେଖେଇ ରାଶିର ବିଶ୍ୱାସ ଜିତିଛି। ଅବିନାଶ ଓ ସୋମ୍ଯା ଦୁହେଁ ବୁଲ୍ ବୁଲ୍ କୁ ହଇରାଣ କରିବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। Read More Read Less