
Premara Kuhuka
ରାଜ, ସୋମ୍ୟା ର ପ୍ରପର୍ଟି ହାସଲ କରିବା ପାଇଁ ଶୀଘ୍ର ବିବାହ କରିବାକୁ ପ୍ରସ୍ତାବ ଦିଏ କିନ୍ତୁ ସୋମ୍ୟା ମନା କରେ I ଏ ବିଷୟରେ ସୋମ୍ଯାର ବାପା ଜାଣି ରାଜ୍ କୁ ଧମକ୍ ଦିଅନ୍ତି ଓ ସୋମ୍ୟା କୁ ସତର୍କ କରାନ୍ତି। ଘରେ ବିରେନ୍ ନ ଥିବା କଥା ଶୁଣି ମଜା ରାଜ, ସୋମ୍ୟା ର ପ୍ରପର୍ଟି ହାସଲ କରିବା ପାଇଁ ଶୀଘ୍ର ବିବାହ କରିବାକୁ ପ୍ରସ୍ତାବ ଦିଏ କିନ୍ତୁ ସୋମ୍ୟା ମନା କରେ I ଏ ବିଷୟରେ ସୋମ୍ଯାର ବାପା ଜାଣି ରାଜ୍ କୁ ଧମକ୍ ଦିଅନ୍ତି ଓ ସୋମ୍ୟା କୁ ସତର୍କ କରାନ୍ତି। ଘରେ ବିରେନ୍ ନ ଥିବା କଥା ଶୁଣି ମଜା କରିବା ପାଇଁ ବଣ୍ଟି ଗୋଟିଏ କଙ୍କାଳ ଆଣି ବୁଲ୍ ବୁଲ୍ କୁ ଡରାଏ କିନ୍ତୁ ଲୋଭରେ ଆସିଥିବା ଆନି ମଧ୍ୟ ସେ କଙ୍କାଳ କୁ ଦେଖି ଡରିଯାଏ। Read More Read Less