
Sindura ra Adhikar
ନିଜ ଭଲ ପାଇବାକୁ ଅନ୍ୟ କାହା ସାଙ୍ଗରେ ଦେଖି ଭାଙ୍ଗି ପଡିଛି ଆରବ | ରଞ୍ଜନ ଇତିକୁ ଅଫିସ ଡ଼ାକିଥିବାରୁ ରାଗେ ଦାମିନୀ ଓ ଆରବକୁ ପଚାରେ ସେ କାହାକୁ ବାହା ହେବ ପାଇଁ ଚାହୁଁଚି | ଆରବ ନିଜ ନିଷ୍ପତି ବଦଳାଏ ନି ଓ ଉର୍ବୀକୁ ବାହାହେବା କଥା କୁହେ | ନିଜ ଭଲ ପାଇବାକୁ ଅନ୍ୟ କାହା ସାଙ୍ଗରେ ଦେଖି ଭାଙ୍ଗି ପଡିଛି ଆରବ | ରଞ୍ଜନ ଇତିକୁ ଅଫିସ ଡ଼ାକିଥିବାରୁ ରାଗେ ଦାମିନୀ ଓ ଆରବକୁ ପଚାରେ ସେ କାହାକୁ ବାହା ହେବ ପାଇଁ ଚାହୁଁଚି | ଆରବ ନିଜ ନିଷ୍ପତି ବଦଳାଏ ନି ଓ ଉର୍ବୀକୁ ବାହାହେବା କଥା କୁହେ |