
Sindura ra Adhikar
ଆରବର ବାହାଘର ପାଇଁ ଖୁସିରେ ଦାମିନୀ , ରଞ୍ଜନ ଓ ପୁରା ପରିବାର | ଅନ୍ୟ ପଟେ ଇତି-ଉର୍ବୀ ଘରୁ ବିଦା ହେବା ମୁହୁର୍ତରେ ଭାଙ୍ଗି ପଡ଼ିଛନ୍ତି ସାରା ପରିବାର | 571 ଆରବ ଠିକ ଭାବରେ ଠିଆ ହୋଇ ନ ପାରୁଥିବା ଦେଖି ବାହା ଘରକୁ ଆସିଥିବା ଲୋକେ କଥା ଆରବର ବାହାଘର ପାଇଁ ଖୁସିରେ ଦାମିନୀ , ରଞ୍ଜନ ଓ ପୁରା ପରିବାର | ଅନ୍ୟ ପଟେ ଇତି-ଉର୍ବୀ ଘରୁ ବିଦା ହେବା ମୁହୁର୍ତରେ ଭାଙ୍ଗି ପଡ଼ିଛନ୍ତି ସାରା ପରିବାର | 571 ଆରବ ଠିକ ଭାବରେ ଠିଆ ହୋଇ ନ ପାରୁଥିବା ଦେଖି ବାହା ଘରକୁ ଆସିଥିବା ଲୋକେ କଥା ହୁଅନ୍ତି କାମ୍ୟା ପଇଶା ଲୋଭରେ ଉର୍ବୀକୁ ବାହା ଘର କରୁଛି, ଏହି କଥା ଶୁଣି ସହି ପରେ ନାହିଁ କାମ୍ୟା | ଏବେ ଲୋକ ମାନଙ୍କ କଥା କମିତି ସାମ୍ନା କରିବ କାମ୍ୟା? Read More Read Less