
Sindura ra Adhikar
ଇତିକୁ ନେଇ ଆରବ ଓ ଆଦିତ୍ୟ ଭିତରେ ହୁଏ ଯୁକ୍ତି | ଅନ୍ୟ ପଟେ ତିଳତମା ଓ କାମ୍ୟା ଉର୍ବୀର ଭବିଷ୍ୟତ ପାଇଁ ଚିନ୍ତାରେ | ଆରବ ଇତିକୁ କନିଆଁ ବେଶରେ ଦେଖି ଅତୀତରେ ବିତାଇଥିବା ମୁହୂର୍ତ ବିଷୟରେ ଭାବି ମନଦୁଃଖ କରେ | ଇତିକୁ ନେଇ ଆରବ ଓ ଆଦିତ୍ୟ ଭିତରେ ହୁଏ ଯୁକ୍ତି | ଅନ୍ୟ ପଟେ ତିଳତମା ଓ କାମ୍ୟା ଉର୍ବୀର ଭବିଷ୍ୟତ ପାଇଁ ଚିନ୍ତାରେ | ଆରବ ଇତିକୁ କନିଆଁ ବେଶରେ ଦେଖି ଅତୀତରେ ବିତାଇଥିବା ମୁହୂର୍ତ ବିଷୟରେ ଭାବି ମନଦୁଃଖ କରେ |