
Sindura ra Adhikar
ଇତି -ଉର୍ବୀ ଓ ଆରବ- ଆଦିତ୍ୟଙ୍କ ବରମାଳା ଵିଧି ଆରମ୍ଭ ହୁଏ, ଗୋଟେ ପଟେ ଇତି ଆଦିତ୍ୟକୁ ବରମାଳା ପିନ୍ଧଉଥିବା ଦେଖି ଆରବ ମନକୁ କଷ୍ଟ ହୁଏ ଅନ୍ୟପଟେ ଉର୍ବୀ ଅରବକୁ ବରମାଳା ପିନ୍ଧାଉଥିବା ବେଳେ ଘଟେ ଅଘଟଣ ଭୁଲରେ ଆରବ ଜାଗାରେ ମିଠୁ ଉପରେ ପଡି ଯାଏ ଇତି -ଉର୍ବୀ ଓ ଆରବ- ଆଦିତ୍ୟଙ୍କ ବରମାଳା ଵିଧି ଆରମ୍ଭ ହୁଏ, ଗୋଟେ ପଟେ ଇତି ଆଦିତ୍ୟକୁ ବରମାଳା ପିନ୍ଧଉଥିବା ଦେଖି ଆରବ ମନକୁ କଷ୍ଟ ହୁଏ ଅନ୍ୟପଟେ ଉର୍ବୀ ଅରବକୁ ବରମାଳା ପିନ୍ଧାଉଥିବା ବେଳେ ଘଟେ ଅଘଟଣ ଭୁଲରେ ଆରବ ଜାଗାରେ ମିଠୁ ଉପରେ ପଡି ଯାଏ ବରମାଳା |ଏହାକୁ ଦେଖି ସବୁ ଚିନ୍ତାରେ ପଡି ଯାନ୍ତି | Read More Read Less