
Sindura ra Adhikar
ଆରବ ହାତରୁ ପାଣୀ ପିଇ ନିଜ ବ୍ରତ ଭାଙ୍ଗେ ଇତି , ଆରବ ମନରେ ନିଜ ପ୍ରତି ଭଲ ପାଇବା ଦେଖି ଖୁସି ହୁଏ ଇତି | ଇତି ଜିଧ ଆଗରେ ହାରିମାନି ତାକୁ ଖାଇବା ଖୁଆଏ ନିଜ ହାତରେ ଆରବ | ଅନ୍ୟପଟେ ମିଠୁ ଉର୍ବୀର ସ୍ୱପ୍ନରେ ହଜି ଯାଏ | ଆରବ ହାତରୁ ପାଣୀ ପିଇ ନିଜ ବ୍ରତ ଭାଙ୍ଗେ ଇତି , ଆରବ ମନରେ ନିଜ ପ୍ରତି ଭଲ ପାଇବା ଦେଖି ଖୁସି ହୁଏ ଇତି | ଇତି ଜିଧ ଆଗରେ ହାରିମାନି ତାକୁ ଖାଇବା ଖୁଆଏ ନିଜ ହାତରେ ଆରବ | ଅନ୍ୟପଟେ ମିଠୁ ଉର୍ବୀର ସ୍ୱପ୍ନରେ ହଜି ଯାଏ |