
Sindura ra Adhikar
ଆରବ ଗୋଡରେ କଷ୍ଟ ହୋଉଥିବାରୁ ଇତି ତା ଗୋଡ଼ ମାଲିସ କରେ ଓ ତା ମନକୁ ସନ୍ତାନ ଦିଏ ତା ଗୋଡ ପୁରା ପୁରୀ ଠିକ ହୋଇ ଯିବ |ସେଇ ସମୟରେ ଉର୍ବୀ ତା ପାଖକୁ ଆସେ ତା ଦେହ ବିଷୟରେ ପଚାରିବା ପାଇଁ, ଇତି ନିଜ ଶାଢ଼ୀ ଠିକ କରୁଥିବା ଦେଖି ଉର୍ବୀ ଭୁଲ ବୁଝେ ସ ଆରବ ଗୋଡରେ କଷ୍ଟ ହୋଉଥିବାରୁ ଇତି ତା ଗୋଡ଼ ମାଲିସ କରେ ଓ ତା ମନକୁ ସନ୍ତାନ ଦିଏ ତା ଗୋଡ ପୁରା ପୁରୀ ଠିକ ହୋଇ ଯିବ |ସେଇ ସମୟରେ ଉର୍ବୀ ତା ପାଖକୁ ଆସେ ତା ଦେହ ବିଷୟରେ ପଚାରିବା ପାଇଁ, ଇତି ନିଜ ଶାଢ଼ୀ ଠିକ କରୁଥିବା ଦେଖି ଉର୍ବୀ ଭୁଲ ବୁଝେ ସେ ଦୁଇ ଜଣ ଏତେ ଜଲଦି ସବୁ କିଛି ଭୁଲି ଏତେ ପାଖା ପାଖି କେମିତି ଆସିଲେ | Read More Read Less