
Sindura ra Adhikar
ଉର୍ବୀ ମିଠୁ ଆଗରେ ମିଛରେ କାନ୍ଦେ ସେ ଯେମିତି ତା ମା’ ଙ୍କୁ 50କୋଟି ଦେବା ପାଇଁ ରାଜି ହୋଇ ଯିବ, ମିଠୁ ଉର୍ବୀ ଆଖିରେ ଲୁହ ଦେଖି ଚିନ୍ତାରେ ପଡ଼ିଯାଏ | ଓ ସେ ଉର୍ବୀକୁ ଚିନ୍ତା ନ କରିବାକୁ କୁହେ | ଅନ୍ୟପଟେ କାମ୍ୟା ଉର୍ବୀ ସହ କଥା ହେବା ସମୟ ଉର୍ବୀ ମିଠୁ ଆଗରେ ମିଛରେ କାନ୍ଦେ ସେ ଯେମିତି ତା ମା’ ଙ୍କୁ 50କୋଟି ଦେବା ପାଇଁ ରାଜି ହୋଇ ଯିବ, ମିଠୁ ଉର୍ବୀ ଆଖିରେ ଲୁହ ଦେଖି ଚିନ୍ତାରେ ପଡ଼ିଯାଏ | ଓ ସେ ଉର୍ବୀକୁ ଚିନ୍ତା ନ କରିବାକୁ କୁହେ | ଅନ୍ୟପଟେ କାମ୍ୟା ଉର୍ବୀ ସହ କଥା ହେବା ସମୟରେ ପବିତ୍ରା ଶୁଣି ଦିଏ ତା କଥା ସେ ମିଠୁ ବାବୁ ଠାରୁ 50କୋଟି ଉର୍ବୀ କୁ ମାଧ୍ୟମ କରି ଆଣିବା ଯୋଜନା କରିଛି |ସେ ତାକୁ ବୁଝାଇବାକୁ ଚେଷ୍ଟା କରେ କିନ୍ତୁ ସେ ତା କଥା ଶୁଣେ ନାହିଁ | Read More Read Less