
Kuni Prabachaka
ମାତ୍ର ଦଶ ବର୍ଷର ପିଲା କହୁଛି ପୁରାଣ କଥା । କୁନି ପ୍ରବଚକ ''କେଶବ ଦାସ ଦ୍ଵିତୀକୃଷ୍ଣ'' ଆମ ପୁରାଣର ଶିଶୁ ଭକ୍ତଙ୍କ ସମ୍ପର୍କରେ ପ୍ରବଚନ ପ୍ରଦାନ କରୁଛନ୍ତି ଏବଂ ଏହା ସବୁ ବର୍ଗର ଦର୍ଶକମାନଙ୍କ ଉପରେ ନିଶ୍ଚିତ ପ୍ରଭାବ ପକାଇ ପାରିବ। ମାତ୍ର ଦଶ ବର୍ଷର ପିଲା କହୁଛି ପୁରାଣ କଥା । କୁନି ପ୍ରବଚକ ''କେଶବ ଦାସ ଦ୍ଵିତୀକୃଷ୍ଣ'' ଆମ ପୁରାଣର ଶିଶୁ ଭକ୍ତଙ୍କ ସମ୍ପର୍କରେ ପ୍ରବଚନ ପ୍ରଦାନ କରୁଛନ୍ତି ଏବଂ ଏହା ସବୁ ବର୍ଗର ଦର୍ଶକମାନଙ୍କ ଉପରେ ନିଶ୍ଚିତ ପ୍ରଭାବ ପକାଇ ପାରିବ।