
Premara Kuhuka
ଅମିତା,ସଞ୍ଜୟ ବିଷୟରେ ବୁଲ୍ ବୁଲ୍ ଠାରୁ ବୁଝିବାକୁ ଚାହେଁ। ପେପର୍ ରେ ସୋମ୍ୟା ସହ ବଣ୍ଟି ର ଫଟୋ ଦେଖି ରାଜ୍ ଓ ସୋମ୍ୟା ର ଝଗଡ଼ା ହୁଏ । ରାଗରେ ସୋମ୍ୟା କାନ୍ଥରେ ତା'ର ଓ ବଣ୍ଟି ର ଫଟୋ ଲଗେଇଦିଏ ଓ ବଣ୍ଟି ପାଇଁ ଅନୁତାପ କରେ । ଅମିତା,ସଞ୍ଜୟ ବିଷୟରେ ବୁଲ୍ ବୁଲ୍ ଠାରୁ ବୁଝିବାକୁ ଚାହେଁ। ପେପର୍ ରେ ସୋମ୍ୟା ସହ ବଣ୍ଟି ର ଫଟୋ ଦେଖି ରାଜ୍ ଓ ସୋମ୍ୟା ର ଝଗଡ଼ା ହୁଏ । ରାଗରେ ସୋମ୍ୟା କାନ୍ଥରେ ତା'ର ଓ ବଣ୍ଟି ର ଫଟୋ ଲଗେଇଦିଏ ଓ ବଣ୍ଟି ପାଇଁ ଅନୁତାପ କରେ ।