
Ina Mina Dika
ସୁମନର ଦୋକାନକୁ ବନ୍ଦ କରିଦିଆଯାଏ ଯାହା ଦେଖି ଦୁଷ୍ମନ୍ତ ଖୁସି ହୁଏ । ଇନା ଓ ଭିକି ବାହାରିଯାଆନ୍ତି ସୁମନ କୁ ସାହାଯ୍ୟ କରିବାକୁ। ଭିକି ଚା ବାଲା ହୋଇ ସେନାପତି ବାବୁ ଙ୍କ ପାଖକୁ ଯାଇଛି । ଘରେ ସୁମନ କାହାକୁ ନ ପାଇ ଚିନ୍ତା କରିଛି । ସୁମନର ଦୋକାନକୁ ବନ୍ଦ କରିଦିଆଯାଏ ଯାହା ଦେଖି ଦୁଷ୍ମନ୍ତ ଖୁସି ହୁଏ । ଇନା ଓ ଭିକି ବାହାରିଯାଆନ୍ତି ସୁମନ କୁ ସାହାଯ୍ୟ କରିବାକୁ। ଭିକି ଚା ବାଲା ହୋଇ ସେନାପତି ବାବୁ ଙ୍କ ପାଖକୁ ଯାଇଛି । ଘରେ ସୁମନ କାହାକୁ ନ ପାଇ ଚିନ୍ତା କରିଛି ।