
Maaya
ଗିରିଶ୍ ନିଜକୁ ରୁଦ୍ରୀ ଓ ନନ୍ଦିନୀ କବଳରୁ ରକ୍ଷା କରିବା ପାଇଁ ଗାର୍ଗୀକୁ ଅପହରଣ କରିନିଏ..ପୁରା ପରିବାର ଗାର୍ଗୀକୁ ନ ପାଇଁ ଚିନ୍ତାରେ ପଡିଯାନ୍ତି ଏବଂ ସେମାନେ ଭାବନ୍ତି ଗାର୍ଗୀ ଉପରେ ନାଗମାତା ଓ ମଞ୍ଜରୀ ଆକ୍ରମଣ କରିଛନ୍ତି..ନାଗମାତା ଗୁମ୍ଫ ଗିରିଶ୍ ନିଜକୁ ରୁଦ୍ରୀ ଓ ନନ୍ଦିନୀ କବଳରୁ ରକ୍ଷା କରିବା ପାଇଁ ଗାର୍ଗୀକୁ ଅପହରଣ କରିନିଏ..ପୁରା ପରିବାର ଗାର୍ଗୀକୁ ନ ପାଇଁ ଚିନ୍ତାରେ ପଡିଯାନ୍ତି ଏବଂ ସେମାନେ ଭାବନ୍ତି ଗାର୍ଗୀ ଉପରେ ନାଗମାତା ଓ ମଞ୍ଜରୀ ଆକ୍ରମଣ କରିଛନ୍ତି..ନାଗମାତା ଗୁମ୍ଫରେ ନାଗେଶ,ରୁଦ୍ରୀ, ଶିବାୟ ଓ ନନ୍ଦିନୀ ପହଞ୍ଚନ୍ତି କିନ୍ତୁ ଗାର୍ଗୀକୁ ନ ପାଇଁ ଡରିଯାନ୍ତି..କ’ଣ ଗାର୍ଗୀକୁ ଖୋଜିପାଇବେ ରୁଦ୍ରୀ ଓ ନନ୍ଦିନୀ...? Read More Read Less