
Mangala Charana
ମଙ୍ଗଳା ଠାରୁ ଅଲଗା କରି ଚରଣ କୁ ନିଜର କରିବା ବିଚାର ମନରେ ରଖି ସମୀକ୍ଷା ରୁମ୍ ଭିତରେ ଚିତ୍କାର କରୁଥିବା ବେଳେ ଇନ୍ଦ୍ରାଣି ପହଞ୍ଚେ। ଜଣାପଡେ ମଙ୍ଗଳା ଠାରୁ ପ୍ରତିଶୋଧ ନେବାକୁ ଇନ୍ଦ୍ରାଣି ହିଁ ସମୀକ୍ଷା କୁ ଆଣି ମଙ୍ଗଳା ବିରୁଦ୍ଧରେ ଷଡଯନ୍ତ୍ର ମଙ୍ଗଳା ଠାରୁ ଅଲଗା କରି ଚରଣ କୁ ନିଜର କରିବା ବିଚାର ମନରେ ରଖି ସମୀକ୍ଷା ରୁମ୍ ଭିତରେ ଚିତ୍କାର କରୁଥିବା ବେଳେ ଇନ୍ଦ୍ରାଣି ପହଞ୍ଚେ। ଜଣାପଡେ ମଙ୍ଗଳା ଠାରୁ ପ୍ରତିଶୋଧ ନେବାକୁ ଇନ୍ଦ୍ରାଣି ହିଁ ସମୀକ୍ଷା କୁ ଆଣି ମଙ୍ଗଳା ବିରୁଦ୍ଧରେ ଷଡଯନ୍ତ୍ର ରଚିଛି।ଇନ୍ଦ୍ରାଣି ପ୍ରଣ କରେ ଯେ ସେ ସେ ମଙ୍ଗଳା କୁ ଖାଲି ଚରଣ ହୃଦୟ ରୁ ନୁହେଁ, ଘରୁ ବାହାର କରିବ। Read More Read Less