
Mangala Charana
ବିବାହ ପୂର୍ବ ରାତିରେ ଚରଣ, ମଙ୍ଗଳା ସହ ଏକାନ୍ତ ରେ ଦେଖା କରେ।ସେ ମା'ମଙ୍ଗଳା ଙ୍କ ଆଗରେ ଦେଇଥିବା କଥା ଅନୁସାରେ ଦୁଇ ଜଣ ଙ୍କ ଭିତରୁ ମଙ୍ଗଳା କୁ ବାଛିଚି ବୋଲି ଚରଣ କହିଦିଏ , ମଙ୍ଗଳା ଆଶ୍ଚର୍ଯ୍ୟ ହୁଏ, ହେଲେ ଚରଣ ବାହାନା କରି ତାକୁ ଭୁଲେଇ ବିବାହ ପୂର୍ବ ରାତିରେ ଚରଣ, ମଙ୍ଗଳା ସହ ଏକାନ୍ତ ରେ ଦେଖା କରେ।ସେ ମା'ମଙ୍ଗଳା ଙ୍କ ଆଗରେ ଦେଇଥିବା କଥା ଅନୁସାରେ ଦୁଇ ଜଣ ଙ୍କ ଭିତରୁ ମଙ୍ଗଳା କୁ ବାଛିଚି ବୋଲି ଚରଣ କହିଦିଏ , ମଙ୍ଗଳା ଆଶ୍ଚର୍ଯ୍ୟ ହୁଏ, ହେଲେ ଚରଣ ବାହାନା କରି ତାକୁ ଭୁଲେଇ ଦିଏ। ଅଭିଜିତ୍, ମଲ୍ଲିକା ଓ ଭାନୁମତି ସହ ଆସି ଇନ୍ଦ୍ରାଣି ଘର ଆଗରେ ପହଞ୍ଚେ। Read More Read Less